Saturday, March 25, 2017

ପିଲାଙ୍କ ପାଇଁ କବିତା - 'ଭାଗୀରଥି ଭାଇନା'


କବି - ଜଗନ୍ନାଥ ପ୍ରସାଦ ଦାସ 



ଫ୍ରାନ୍ସ୍ ର ଶଭେତ ଗୁମ୍ଫାରେ ହାଇନାର ଚିତ୍ର (୩୦, ୦୦୦ ଖ୍ରୀଷ୍ଟ ପୂର୍ବ)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଭୀମଖୋଲର ଭାଗୀରଥି ଭାଇନା
ବାହାରିଥିଲେ ଯିବେ ବୋଲି ଚାଇନା
ପାଇଲେ ନାହିଁ ଭିସା
ତଥାପି ବୁଲା ନିଶା
'ଜୁ'ରେ ଯାଇ ଦେଖି ଆସିଲେ ହାଇନା ।

ଉତ୍ସ - ଆଳିମାଳିକା । ୧୯୯୩ । ପ୍ରକାଶକ - ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ଭାରତ ସରକାର । ନୂଆଦିଲ୍ଲୀ ।

No comments:

Post a Comment