Sunday, March 12, 2017

ପିଲାଙ୍କ ପାଇଁ କବିତା - 'ନାଟର ଗୋବର୍ଦ୍ଧନ'


କବି - ଜଗନ୍ନାଥ ପ୍ରସାଦ ଦାସ


ହାତୀର ଏକ ରେଖାଟିତ୍ର (୧୬୩୭)
ଓଲନ୍ଦାଜ ଚିତ୍ରଶିଳ୍ପୀ ରେମ୍ବ୍ରାଁ (୧୬୦୬-୧୬୬୯) ଙ୍କ ଦ୍ୱାରା ଅଙ୍କିତ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

 

ବେଙ୍ଗ କରୁଥାଏ କଟର କଟର
ହାତୀ ଚଢ଼ିଯାଏ ମଟର,
ଗଛ କୋରଡ଼ରେ ପେଚା ଓ ମାଙ୍କଡ଼ୀ
ଗୋବର୍ଦ୍ଧନ ସବୁ ନାଟର ।

ଉତ୍ସ - ଆଳିମାଳିକା । ୧୯୯୩ । ପ୍ରକାଶକ - ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ଭାରତ ସରକାର । ନୂଆଦିଲ୍ଲୀ ।

No comments:

Post a Comment