Sunday, December 10, 2017

ପିଲାଙ୍କ ଖେଳ ଗୀତ - କାନଧରା ଖେଳ


ସଙ୍ଗ୍ରାହକ - ଚକ୍ରଧର ମହାପାତ୍ର


ବାଜପକ୍ଷୀ ଓ ପାଇନ ଗଛ (ସାଙ୍ଘାଇ ସଙ୍ଗ୍ରହାଳାୟ)
ଚିତ୍ରକର - ଗାଓ କିପେଇ (୧୬୬୦-୧୭୩୪)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଆପଡ଼ କେ ତାପଡ଼ ପାକୁ ପାକୁ ପାନେ
ଉଡ଼ିଗଲା ଚିଡ଼ିଆ ଧରେ ଇସ୍‌କା କାନ ।

ବି.ଦ୍ର.  - ୧୯୫୯ ମସିହାରେ ପ୍ରଥମ ପ୍ରକାଶିତ ଚକ୍ରଧର ମହାପାତ୍ର କୃତ 'ଉତ୍କଳ ଗାଉଁଲି ଗୀତ' ବହିଟିର ୨୦୦୮ ମସିହାରେ କଟକ ସ୍ଥିତ ପ୍ରକାଶନ ସଂସ୍ଥା ବିଦ୍ୟା ପ୍ରକାଶନ ଛାପିଥିବା ପୁନଃପ୍ରକାଶିତ ସଂସ୍କରଣରୁ ଏହି ଗୀତଟି ଉଦ୍ଧୃତ ହୋଇଛି ।  

No comments:

Post a Comment