Saturday, December 02, 2017

ପିଲାଙ୍କ ଖେଳ ଗୀତ - ହରିଣ ଖେଳ


ସଙ୍ଗ୍ରାହକ - ଚକ୍ରଧର ମହାପାତ୍ର


ହରିଣର ଚିତ୍ର ( କାଗଜ ଉପରେ କାଳି ଓ ଜଳରଙ୍ଗ - ଚୀନ ଦେଶ, ୧୭୧୩ ମସିହା)
ଚିତ୍ରକର - ଗାଓ କିପେଇ (୧୬୬୦-୧୭୩୪)

ହରିଣ ଗଲା ହରିଣ
କୋଉ ଗାଁର ?
ସିଂହ ଦୁଆର ।
କେତେ ଟଙ୍କା ? 
ଅଶୀ ଟଙ୍କା  ।
ଠିଆ କି ବସା ?

ବି.ଦ୍ର.  - ୧୯୫୯ ମସିହାରେ ପ୍ରଥମ ପ୍ରକାଶିତ ଚକ୍ରଧର ମହାପାତ୍ର କୃତ 'ଉତ୍କଳ ଗାଉଁଲି ଗୀତ' ବହିଟିର ୨୦୦୮ ମସିହାରେ କଟକ ସ୍ଥିତ ପ୍ରକାଶନ ସଂସ୍ଥା ବିଦ୍ୟା ପ୍ରକାଶନ ଛାପିଥିବା ପୁନଃପ୍ରକାଶିତ ସଂସ୍କରଣରୁ ଏହି ଗୀତଟି ଉଦ୍ଧୃତ ହୋଇଛି ।  

No comments:

Post a Comment