Tuesday, August 01, 2017

ପିଲାଙ୍କ ପାଇଁ କବିତା - 'ଚିଠି'


କବି - ଜଗନ୍ନାଥ ପ୍ରସାଦ ଦାସ


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଟଙ୍କା ପାଇଁ ବାପାଙ୍କୁ ସେ ଲେଖିଥିଲା ବିକଳେ
ଚିଠିଟି ପଠାଇଥିଲା ଏକ୍ସପ୍ରେସ ଡାକରେ,
ତିନି ମାସ ଚାହିଁ ଚାହିଁ
ଅନେକ ମୋହର ନେଇ
ସେଇ ଚିଠି ପହଞ୍ଚିଲା ଫେରି ତା' ପାଖରେ ।

ଉତ୍ସ - ଆଳିମାଳିକା । ୧୯୯୩ । ପ୍ରକାଶକ - ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ଭାରତ ସରକାର । ନୂଆଦିଲ୍ଲୀ ।

No comments:

Post a Comment