Thursday, August 31, 2017

ଡାକବଙ୍ଗଳାରେ ରାତି


କବି - ଜଗନ୍ନାଥ ପ୍ରସାଦ ଦାସ


୧୯୧୨ର ଆନିମେଶନ ସିନେମା, 'ହାଓ ଏ ମସ୍କିଟୋ ଅପରେଟସ୍', ର ଏକ ସ୍ଥିରଚିତ୍ର
ନିର୍ଦ୍ଦେଶକ - ଜିନାସ୍ ୱିନ୍ସର୍ ମ୍ୟାକ୍କେ (୧୮୬୯-୧୯୩୪)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ବିଛଣା ଉପରେ ଶୋଇ ଲିଭାଇଛି ଲଣ୍ଠନ
ଓହ୍ଲାଇଲେ ଦେଢ଼ ଲକ୍ଷ ମଶାଙ୍କର ସ୍କ୍ୱାଡ଼୍ରନ
ଧରିଲେ ଉଡ଼ାଇ ନେବେ ସାଥିରେ
ଭାଗ୍ୟକୁ ମତେ ଟାଣି ରଖିଲେ
ବିଛଣାର ଦୁଇ ଲକ୍ଷ ଓଡ଼ଶଙ୍କ ପଲଟଣ ।

ଉତ୍ସ - ଆଳିମାଳିକା । ୧୯୯୩ । ପ୍ରକାଶକ - ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ଭାରତ ସରକାର । ନୂଆଦିଲ୍ଲୀ ।

No comments:

Post a Comment