Sunday, August 13, 2017

ତିନି ରାୟ


କବି - ଜଗନ୍ନାଥ ପ୍ରସାଦ ଦାସ



କବିବର ରାଧାନାଥ ରାୟ (୧୮୪୮-୧୯୦୮)
ଫଟୋ କ୍ରେଡ଼ିଟ  - ୱିକିମିଡ଼ିଆ କମନ୍ସ୍

ତିନି ଜଣ ରାୟ ଥିଲେ ଓଡ଼ିଶାରେ ଏକଦା
କଲମ ତାଙ୍କର ଚାଲୁଥିଲା ସଦା ସର୍ବଦା ।
ଲେଖିଲେ ରାମଶଙ୍କର କାଞ୍ଚିକା-
ବେରୀ ଏବଂ ରାଧାନାଥ ଚିଲିକା
ଗୌରୀଶଙ୍କରଙ୍କର ଦୀପିକା
କହିଲେ ଓଡ଼ିଆ ଲୋକେ : ବାହା ବା ! ବାହା ବା !  

ଉତ୍ସ - ଆଳିମାଳିକା । ୧୯୯୩ । ପ୍ରକାଶକ - ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ଭାରତ ସରକାର । ନୂଆଦିଲ୍ଲୀ ।

No comments:

Post a Comment