Wednesday, August 23, 2017

ପ୍ରଫେସର କର


କବି - ଜଗନ୍ନାଥ ପ୍ରସାଦ ଦାସ


ସେରେଲକ ହୋମସ୍ ସିରିଜର ଖଳଚରିତ୍ର ପ୍ରଫେସର ମରିଆର୍ଟି
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଥିଲେ ଖର ପ୍ରକୃତିର ପ୍ରଫେସର କର
ପିତ୍ତ ଚଢ଼ୁଥିଲା ସଦା ମଥାଙ୍କୁ ତାଙ୍କର;
ରାଗେ ହୋଇ ଗରଗର
ମୁଣ୍ଡରୁ ଛିଣ୍ଡାନ୍ତି ବାଳ,
ଅତି ଶୀଘ୍ର ହୋଇଗଲେ ସମ୍ପୂର୍ଣ୍ଣ ଟାଙ୍ଗର ।

ଉତ୍ସ - ଆଳିମାଳିକା । ୧୯୯୩ । ପ୍ରକାଶକ - ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ଭାରତ ସରକାର । ନୂଆଦିଲ୍ଲୀ ।

No comments:

Post a Comment