Thursday, August 10, 2017

ବୁଲୁ ପଟନାୟକ


କବି - ଜଗନ୍ନାଥ ପ୍ରସାଦ ଦାସ



୧୬୬୫ ମସିହାରେ ବମ୍ବେ ଦୁର୍ଗର ଦୁଇଟି ଦୃଶ୍ୟ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ବଲାଙ୍ଗୀରପାଟନାର ବୁଲୁ ପଟନାୟକ
ଯାଇଥିଲା ବମ୍ବେକୁ ହେବା ପାଇଁ ନାୟକ,
ହିରୋ ହେବା ନୋହିଲା
ତଥାପି ସେ ରହିଲା -
ହୋଇ ଯାଇ ପାରେ ଯଦି ପ୍ଲେବ୍ୟାକ ଗାୟକ !

ଉତ୍ସ - ଆଳିମାଳିକା । ୧୯୯୩ । ପ୍ରକାଶକ - ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ଭାରତ ସରକାର । ନୂଆଦିଲ୍ଲୀ ।

No comments:

Post a Comment