Saturday, August 12, 2017

ଓତା ବାବୁ


କବି - ଜଗନ୍ନାଥ ପ୍ରସାଦ ଦାସ


ଜାପାନୀ ଲେଖା ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଆସିକାର ଓତାବାବୁ ଖୋଲିଥିଲେ କମ୍ପାନୀ
ନାଁରୁ ଭାବିଲେ ଲୋକେ ଓସାକାର ଜାପାନୀ; 
ଅତି ଖୁସି ହୋଇ ଓତା
ଶିଖିଲେ ଜାପାନୀ କଥା :
ଓହାଇଓ ଗୋଜାଇମାସୁ ଆରିଗାତୋ ତାମାନୀ ।

ଉତ୍ସ - ଆଳିମାଳିକା । ୧୯୯୩ । ପ୍ରକାଶକ - ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ଭାରତ ସରକାର । ନୂଆଦିଲ୍ଲୀ ।

No comments:

Post a Comment