Sunday, August 20, 2017

କାଉ କାଉ


କବି - ଜଗନ୍ନାଥ ପ୍ରସାଦ ଦାସ


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଭୀଷଣ ଭୋକରେ ହାଉଁ ହାଉଁ 
କାଉ କରୁଥିଲା ରାଉ ରାଉ
କବି ତା' ପାଇଁ ଖୋଜି ଆଣି ଦେଲା
ଚୀନା ହୋଟେଲରୁ ଚାଉ ଚାଉ;
କାଉ ବି ଚାଲାକ କବି ମନ ବୁଝି
ଖାଇ ଦେଲା ତାକୁ ଟାଉ ଟାଉ । 

ଉତ୍ସ - ଆଳିମାଳିକା । ୧୯୯୩ । ପ୍ରକାଶକ - ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ଭାରତ ସରକାର । ନୂଆଦିଲ୍ଲୀ ।

No comments:

Post a Comment