Thursday, November 02, 2017

ପିଲାଙ୍କ ଗଣେଶ ବନ୍ଦନା


ସଙ୍ଗ୍ରାହକ - ଚକ୍ରଧର ମହାପାତ୍ର 


ତାଞ୍ଜୋର ଶୈଳୀରେ ଅଙ୍କିତ ଗଣେଶଙ୍କର ଚିତ୍ର (୧୮୨୦ ମସିହା)

ଥୋଲ ଥନ୍ତଲ ପେଟା
ନାଚଇ ଗଣିଆଁ ଗେଟା
ଯା'ର ପିଅର ହର
ତା'ର କାହାକୁ ଡର ।

ବି.ଦ୍ର.  - ୧୯୫୯ ମସିହାରେ ପ୍ରଥମ ପ୍ରକାଶିତ ଚକ୍ରଧର ମହାପାତ୍ର କୃତ 'ଉତ୍କଳ ଗାଉଁଲି ଗୀତ' ବହିଟିର ୨୦୦୮ ମସିହାରେ କଟକ ସ୍ଥିତ ପ୍ରକାଶନ ସଂସ୍ଥା ବିଦ୍ୟା ପ୍ରକାଶନ ଛାପିଥିବା ପୁନଃପ୍ରକାଶିତ ସଂସ୍କରଣରୁ ଏହି ବନ୍ଦନାଟି ଉଦ୍ଧୃତ ହୋଇଛି ।  

No comments:

Post a Comment