Monday, January 01, 2018

ପିଲାଙ୍କ ପାଇଁ ପହେଳି - ୨


ସଙ୍ଗ୍ରାହକ - ଗୋବିନ୍ଦ ଚନ୍ଦ୍ର ଚାନ୍ଦ


ସୁଇଜରଲାଣ୍ଡ ଦେଶର ନୂତନ ପ୍ରସ୍ତର ଯୁଗର ଜାଲରୁ ଖଣ୍ଡେ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ପହେଳି - ଅଇଲା କଳାପାହାଡ଼
ବସିଲା ମାଡ଼ି
ଚାରି ସଂସାର କେହି 
ନ ପାରିଲେ ତାକୁ ତଡ଼ି ।

ଉତ୍ତର - ଜାଲ

ଉତ୍ସ - ଶ୍ରୀ ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କ ଦ୍ୱାରା ସମ୍ପାଦିତ ଓ ଓ ସଙ୍କଳିତ 'ଓଡ଼ିଆ ଶିଶୁ-କିଶୋର ଢଗଢ଼ମାଳି' । ବହିଟିର ପ୍ରଥମ ପ୍ରକାଶ ୨୦୧୭ ମସିହାରେ । ପ୍ରକାଶକ ହେଲେ ନୂଆଦିଲ୍ଲୀସ୍ଥ କେନ୍ଦ୍ରୀୟ ସାହିତ୍ୟ ଅକାଦେମି ।

No comments:

Post a Comment