Sunday, January 07, 2018

ପିଲାଙ୍କ ପାଇଁ ପହେଳି - ୪


ସଙ୍ଗ୍ରାହକ - ଗୋବିନ୍ଦ ଚନ୍ଦ୍ର ଚାନ୍ଦ


କାଲିଫର୍ଣ୍ଣିଆ ରାଜ୍ୟର କଣ୍ଡର ପକ୍ଷୀ (୧୭୯୭)
ଚିତ୍ରକର - ଫ୍ରେଡ଼େରିକ ପଲିଡର୍ ନଡର୍
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ପହେଳି - ଅଇଲା ବଡ଼ ଚଢ଼େଇ
ଧଇଲା ମାଛ ଖାଇଲା ନାହିଁ ।

ଉତ୍ତର - ଜାଲ 

ଉତ୍ସ - ଶ୍ରୀ ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କ ଦ୍ୱାରା ସମ୍ପାଦିତ ଓ ଓ ସଙ୍କଳିତ 'ଓଡ଼ିଆ ଶିଶୁ-କିଶୋର ଢଗଢ଼ମାଳି' । ବହିଟିର ପ୍ରଥମ ପ୍ରକାଶ ୨୦୧୭ ମସିହାରେ । ପ୍ରକାଶକ ହେଲେ ନୂଆଦିଲ୍ଲୀସ୍ଥ କେନ୍ଦ୍ରୀୟ ସାହିତ୍ୟ ଅକାଦେମି ।

No comments:

Post a Comment