Friday, September 14, 2018

ପିଲାଙ୍କ ଖେଳ କଉତୁକ ଗୀତ - 'ମୋ ପେଏଁକାଳି'

ସଙ୍ଗ୍ରାହକ - ରାମକୃଷ୍ଣ ନନ୍ଦ


ଜୋସେଫ ଆନ୍ତନ ହାପ୍ନର (୧୭୦୯-୧୭୫୬) ଙ୍କ ଦ୍ୱାରା ଅଙ୍କିତ ଏକ ଚିତ୍ର 

ମୋ ପେଏଁକାଳି ବାଜେ
ଲଙ୍ଗଳ ଦେବି
ଜୁଆଳି ଦେବି
ମୋ ପେଇଁକାଳି ବାଜେ ।

ହାତୀ ଦେବି
ଛତି ଦେବି
ମୋ ପେଇଁକାଳି ବାଜେ ।

No comments:

Post a Comment