Thursday, September 06, 2018

କେନ୍ଦୁଝରର ପିଲାଙ୍କ ଖେଳ କଉତୁକ ଗୀତ - 'ଅକଲ୍ ମକଲ୍'

ସଙ୍ଗ୍ରାହକ - ରାମକୃଷ୍ଣ ନନ୍ଦ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍


ଅକଲ୍ ମକଲ୍ ଚଇକି ଚକଲ୍

ନାଡ଼ିକି ନିତା  ପୋଇ ପୋଇକା

ଖଙ୍ଖଚିଲ ଭାଇ ମାଇଲା ହିକା
ଓଡ଼ ମୋଡ଼, ଦନେଇ ବାଡ଼ିର କହ୍ନେଇ ଚୋର ।

ଉତ୍ସ - ରାମକୃଷ୍ଣ ନନ୍ଦ କୃତ 'ଓଡ଼ିଆ ଶିଶୁ ସାହିତ୍ୟ ସଙ୍କଳନ' । ୨୦୦୮  (୧୯୮୪) ଭୁବନେଶ୍ୱର : ପ୍ରକାଶକ, ଓଡ଼ିଶା ସାହିତ୍ୟ ଏକାଡ଼େମୀ । 

No comments:

Post a Comment