Tuesday, September 04, 2018

ଘୁମୁସରର ପିଲାଙ୍କ ଖେଳ କଉତୁକ ଗୀତ - 'କାନ୍ଦୁଲ ବାଡ଼ିକି ଯାଏ'

ସଙ୍ଗ୍ରାହକ - ରାମକୃଷ୍ଣ ନନ୍ଦ


ଗେଟି ସେଣ୍ଟରରେ ସ୍ଥିତ ୧୪୩୦-୧୪୪୦ରେ ଅଙ୍କିତ ଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

କାନ୍ଦୁଲ ବାଡ଼ିକି ଯାଏ ହରିଣ ନଇଁ ନଇଁ
ମୁଗ ବାଡ଼ିକି ଯାଏ ହରିଣ ନଇଁ ନଇଁ
ବଣୁଆ ଭାଇ ବାଣ ମାରିଲା
ଫୁର କିନା ଗଲା ଡେଇଁ ।

ଉତ୍ସ - ରାମକୃଷ୍ଣ ନନ୍ଦ କୃତ 'ଓଡ଼ିଆ ଶିଶୁ ସାହିତ୍ୟ ସଙ୍କଳନ' । ୨୦୦୮  (୧୯୮୪) ଭୁବନେଶ୍ୱର : ପ୍ରକାଶକ, ଓଡ଼ିଶା ସାହିତ୍ୟ ଏକାଡ଼େମୀ । 

No comments:

Post a Comment