Friday, September 14, 2018

ପିଲାଙ୍କ ଖେଳ କଉତୁକ ଗୀତ - 'କାଠିକି କାଠି'

ସଙ୍ଗ୍ରାହକ - ରାମକୃଷ୍ଣ ନନ୍ଦ

 
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

କାଠିକି କାଠି ପବନ କାଠି
ଚଢ଼େଇ ଦିଓଟି ଠୁକାଠୁକି ।
ଗୋଟିଏ ମଲା
ଗୋଟିକ ଉପରେ କୋଡ଼ି ପଡ଼ିଲା ।

No comments:

Post a Comment