Saturday, October 13, 2018

ପିଲାଙ୍କ ପାଇଁ କବିତା - 'ଲଙ୍କାରେ ରହି ନାମ'

କବି - ଜଗନ୍ନାଥ ପ୍ରସାଦ ଦାସ


'ଫେରି ଟେଲ୍‌ସ୍ ଫ୍ରମ୍ ହାନ୍ସ୍ କ୍ରିଷ୍ଟିଆନ୍ ଆଣ୍ଡର୍ସନ୍' ବହିର ଅଳଙ୍କରଣ (୧୮୯୯ର ପ୍ରକାଶନ)
ଅଳଙ୍କରଣ - ଥମାସ୍ ହିଥ୍ ରବିନ୍‌ସନ୍   

ଦଙ୍ଗା ଲାଗିଛି ଜୋର
ଚାରିଆଡ଼େ ପୋଡ଼ା ଜଳା
ହରିବଲ୍ ! ହରିବୋଲ ।

ଛକରେ ଫୁଟିଲା ବମ୍
ଜଲଦି ଘରକୁ ପଳା
ହରି ହୋମ୍ ! ହରି ଓମ୍ ।

ବି.ଦ୍ର. - ଏହି କବିତାଟି ଜଗନ୍ନାଥ ପ୍ରସାଦ ଦାସ ଲିଖିତ ବହି 'ଆନମାନ'ରୁ ନିଆଯାଇଅଛି । ବହିଟି ଭୁବନେଶ୍ୱରସ୍ଥ ପ୍ରକାଶନ ସଂସ୍ଥା ଟାଇମପାସ ୨୦୧୬ ମସିହାର ମାର୍ଚ୍ଚ ମାସରେ ଛପାଇଥିଲେ ।

No comments:

Post a Comment