Monday, October 08, 2018

ପିଲାଙ୍କ ଖେଳ କଉତୁକ ଗୀତ - 'ଅଞ୍ଜୁ ମଞ୍ଜୁ ସଞ୍ଜୁ'

ସଙ୍ଗ୍ରାହକ - ରାମକୃଷ୍ଣ ନନ୍ଦ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଅଞ୍ଜୁ ମଞ୍ଜୁ ସଞ୍ଜୁ
କାକୁଡ଼ି ହେଲା କଞ୍ଜୁ,
ସଞ୍ଜୁକୁ ହେଲା ଜର,
ତା' ଭଉଣୀ ବାହା ହେଲା
ଚେପ୍‌ଟାନାକିଆ ବର ।

ଉତ୍ସ - ରାମକୃଷ୍ଣ ନନ୍ଦ କୃତ 'ଓଡ଼ିଆ ଶିଶୁ ସାହିତ୍ୟ ସଙ୍କଳନ' । ୨୦୦୮  (୧୯୮୪) ଭୁବନେଶ୍ୱର : ପ୍ରକାଶକ, ଓଡ଼ିଶା ସାହିତ୍ୟ ଏକାଡ଼େମୀ । 

No comments:

Post a Comment