Monday, July 09, 2018

ନନ୍ଦକିଶୋର ବଳ

କବି - ଜଗନ୍ନାଥ ପ୍ରସାଦ ଦାସ


ଚିତ୍ର - 'ଗହମ କ୍ଷେତରେ କାଉ' (୧୮୯୦ ମସିହାରେ ଅଙ୍କିତ)
ଚିତ୍ରକର - ଭିନ୍‌‌ସେନ୍ତ୍ ଭ୍ୟାନଗଃ (୧୮୫୩-୧୮୯୦)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ନନ୍ଦକିଶୋର ବଳ
ନ ପାଇଲେ ଥଳକୂଳ;
ଭୁଲି ଯାଇ କାଉ କଥା
ଲେଖିଲେ କନକଲତା ।

ବି.ଦ୍ର. - ଏହି କବିତାଟି ଜଗନ୍ନାଥ ପ୍ରସାଦ ଦାସ ଲିଖିତ ବହି 'ଆନମାନ'ରୁ ନିଆଯାଇଅଛି । ବହିଟି ଭୁବନେଶ୍ୱରସ୍ଥ ପ୍ରକାଶନ ସଂସ୍ଥା ଟାଇମପାସ ୨୦୧୬ ମସିହାର ମାର୍ଚ୍ଚ ମାସରେ ଛପାଇଥିଲେ ।

No comments:

Post a Comment