Wednesday, August 01, 2018

ପିଲାଙ୍କ ପାଇଁ କବିତା - 'ସହରକୁ ରାସ୍ତା'

କବି - ଜଗନ୍ନାଥ ପ୍ରସାଦ ଦାସ


୧୯୧୪ନ ମସିହାରେ ଭ୍ଲାଡିଭସ୍‌ଟକ ସହରର ମାନଟିତ୍ର (ୱିକିମିଡିଆ କମନ୍ସ୍)

ଏପରି ଗୋଟିଏ ପିଲା ଥିଲା ଯେ କଟକରେ
ନାନାଦି ସହର କଥା ପଢ଼ି ପୁସ୍ତକରେ
ବାହାରିଲା ଘର ଛାଡ଼ି
ନାକ ସିଧା ଚାଲି ଚାଲି
ପହଞ୍ଚିଲା ଶେଷେ ଯାଇ ଭ୍ଲାଡିଭସ୍‌ଟକରେ ।

ବି.ଦ୍ର. - ଏହି କବିତାଟି ଜଗନ୍ନାଥ ପ୍ରସାଦ ଦାସ ଲିଖିତ ବହି 'ଆନମାନ'ରୁ ନିଆଯାଇଅଛି । ବହିଟି ଭୁବନେଶ୍ୱରସ୍ଥ ପ୍ରକାଶନ ସଂସ୍ଥା ଟାଇମପାସ ୨୦୧୬ ମସିହାର ମାର୍ଚ୍ଚ ମାସରେ ଛପାଇଥିଲେ ।

No comments:

Post a Comment