Friday, August 03, 2018

ଖେଳ କଉତୁକ ଗୀତ - 'ଅକଲ ମକଲ'

ସଙ୍ଗ୍ରାହକ - ରାମକୃଷ୍ଣ ନନ୍ଦ


ଚିତ୍ର - 'ଜଙ୍ଗଲରେ ଲୁଚକାଳି ଖେଳୁଥିବା ତିନୋଟି ପିଲା'
ସମ୍ଭାବ୍ୟ ଚିତ୍ରକର - ଫ୍ରେଡ଼େରିକ ଏଡୁଆର୍ଡ ମେର୍ହିମ୍ (୧୮୦୮ - ୧୮୭୯)

ଅକମ ମକଲ ଟକଲ ଟାଇଁ
ଗଡ଼ିଶ ବାଜଇ ଢାଇଁ ଢାଇଁ
ନାଉ ନଂଗ ଫିରିଙ୍ଗ୍ ଫୁର୍
ରଜା ବୋଇଲେ ଏଇ ଚୋର ।

ଉତ୍ସ - ରାମକୃଷ୍ଣ ନନ୍ଦ କୃତ 'ଓଡ଼ିଆ ଶିଶୁ ସାହିତ୍ୟ ସଙ୍କଳନ' । ୨୦୦୮  (୧୯୮୪) ଭୁବନେଶ୍ୱର : ପ୍ରକାଶକ, ଓଡ଼ିଶା ସାହିତ୍ୟ ଏକାଡ଼େମୀ । 

No comments:

Post a Comment