Thursday, August 16, 2018

ପିଲାଙ୍କ ଖେଳ କଉତୁକ ଗୀତ - 'ଶୀତ ଗୀତ'


ସଙ୍ଗ୍ରାହକ - ରାମକୃଷ୍ଣ ନନ୍ଦ


ନେପାଳ ଦେଶରେ କାର୍ତ୍ତିକ ମାସର ଦୃଶ୍ୟ (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

କାର୍ତ୍ତିକ, ଶୀତ କରେ ରାତିକ ।
ମାର୍ଗଶୀର, ଶୀତ କରେ ଶିର ଶିର ।
ପଉଷ, ଶୀତର ବଢ଼େ ସାହସ ।
ମାଘ, ଶୀତ ହୁଏ ବାଘ (ଶୀତର ବଡ଼ ରାଗ)
ଫଗୁଣ, ଶୀତ କରେ ଦି' ଗୁଣ ।
ଚଇତ, ଶୀତ ଯାଏ ବୋଇତ ।

ଉତ୍ସ - ରାମକୃଷ୍ଣ ନନ୍ଦ କୃତ 'ଓଡ଼ିଆ ଶିଶୁ ସାହିତ୍ୟ ସଙ୍କଳନ' । ୨୦୦୮  (୧୯୮୪) ଭୁବନେଶ୍ୱର : ପ୍ରକାଶକ, ଓଡ଼ିଶା ସାହିତ୍ୟ ଏକାଡ଼େମୀ । 

No comments:

Post a Comment