Friday, August 17, 2018

ପିଲାଙ୍କ ଖେଳ କଉତୁକ ଗୀତ - 'ଗୁଆ ଗଛ ଧାଡ଼ିକି ଧାଡ଼ି'

ସଙ୍ଗ୍ରାହକ - ରାମକୃଷ୍ଣ ନନ୍ଦ


ଚିତ୍ର - 'ପାନ୍‌କର୍ବୋ: ପାସି‌ଂ ଟ୍ରେନ୍' (୧୯୦୧ ମସିହାରେ ଅଙ୍କିତ)
ଚିତ୍ରକର - ଦାରିଓ ଦି ରେଗୋୟୋସ୍ (ସ୍ପେନ ଦେଶ: ୧୮୫୭, ଜନ୍ମ - ୧୯୧୩ ମୃତ୍ୟୁ)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଗୁଆ ଗଛ ଧାଡ଼ିକି ଧାଡ଼ି
ଅଇଲାଣି ଭାଇ ମେଲ୍ ଗାଡ଼ି 
ମେଲ୍ ଗାଡ଼ିରେ ବହୁତ ଲୋକ
ମୁହଁ ଦିଶୁଥାଏ ଜକ ଜକ ।

ଉତ୍ସ - ରାମକୃଷ୍ଣ ନନ୍ଦ କୃତ 'ଓଡ଼ିଆ ଶିଶୁ ସାହିତ୍ୟ ସଙ୍କଳନ' । ୨୦୦୮  (୧୯୮୪) ଭୁବନେଶ୍ୱର : ପ୍ରକାଶକ, ଓଡ଼ିଶା ସାହିତ୍ୟ ଏକାଡ଼େମୀ । 

No comments:

Post a Comment