Saturday, August 18, 2018

ପିଲାଙ୍କ ଖେଳ କଉତୁକ ଗୀତ - 'କୂଳ ମୂଳ ଦଉଡ଼ି'

ସଙ୍ଗ୍ରାହକ - ରାମକୃଷ୍ଣ ନନ୍ଦ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

କୂଳ ମୂଳ ଦଉଡ଼ି,
ବାଘ ନେଲା ଘଉଡ଼ି,
ତାଳଗଛରେ ଭଅଁର ପୋକ
ମୁଁ କି ଜାଣେ ପିଲା ଲୋକ ?

ହୁଁ କରାଟ ପିଠଉ ବାଟ,
ରଙ୍ଗଦଉଡ଼ିଆ ଛାଟ,
ଭରତ ମାଇଲେ ଯୋଡ଼ା ବାଟୁଳି
ପଡ଼ିଗଲା ହନୁମନ୍ତ ।

ଉତ୍ସ - ରାମକୃଷ୍ଣ ନନ୍ଦ କୃତ 'ଓଡ଼ିଆ ଶିଶୁ ସାହିତ୍ୟ ସଙ୍କଳନ' । ୨୦୦୮  (୧୯୮୪) ଭୁବନେଶ୍ୱର : ପ୍ରକାଶକ, ଓଡ଼ିଶା ସାହିତ୍ୟ ଏକାଡ଼େମୀ । 

No comments:

Post a Comment