Saturday, August 11, 2018

ଖେଳ କଉତୁକ ଗୀତ - 'ଇଟିକିଲି ମିଟିକିଲି'

ସଙ୍ଗ୍ରାହକ - ରାମକୃଷ୍ଣ ନନ୍ଦ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଇଟିକିଲି ମିଟିକିଲି ଫୁଟିଗଲା କାଇଁଚ
ତୁମର ଆମର ନାଲ ପଇଁଚ ।

ନାଲ ପେଁ ପେଁ ବାଜଇ ହୀରା
ଗୋଟିକ ଉପରେ ଗୋଟିଏ ଚୀରା ।

ଅଇରି ମଇରି ଖଇରି କାତି
ରଜାପୁଅ ଗଲା ଡେବିରି ହାତୀ ।

ପାଟହାତୀର ବହୁତ ଗୁଣ
ଘଙ୍ଗୁର ବାଜେ ରୁଣ ଝୁଣ ।

ଉତ୍ସ - ରାମକୃଷ୍ଣ ନନ୍ଦ କୃତ 'ଓଡ଼ିଆ ଶିଶୁ ସାହିତ୍ୟ ସଙ୍କଳନ' । ୨୦୦୮  (୧୯୮୪) ଭୁବନେଶ୍ୱର : ପ୍ରକାଶକ, ଓଡ଼ିଶା ସାହିତ୍ୟ ଏକାଡ଼େମୀ । 

No comments:

Post a Comment